ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ : ୩୦ ଆହତ

ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍‌ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦ଜଣ ଆହତ ହୋଇଛନ୍ତି। ଏହି ବସ୍‌ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ବାକି ଯାତ୍ରୀମାନଙ୍କର ହଠାତ୍‌ ପରିଚୟ ମିଳିପାରି ନାହିଁ। … Continue reading ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ : ୩୦ ଆହତ